Home Oriya Odia Dictionary

Download Oriya Odia Dictionary APP

Millionaire Oriya Odia Meaning

ଲକ୍ଷପତି, ଲକ୍ଷାପତି

Definition

ଯାହାପାଖରେ ଅତି କମ୍‌ରେ କୋଟିଏ ଟଙ୍କା ଅଛି
ଯାହା ପାଖରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ଅଛି
କୋଟିଏ ଟଙ୍କାର ମାଲିକ

Example

ଆମ ସହରରେ ଅନେକ ଲକ୍ଷପତି ଅଛନ୍ତି
ଶ୍ୟାମ ଜଣେ ଲକ୍ଷପତି
ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ