Home Oriya Odia Dictionary

Download Oriya Odia Dictionary APP

Mina Oriya Odia Meaning

କାଦମ୍ବରୀ, ମଦନା, ମୌନା, ଶାରୀ, ଶାରୀକା

Definition

ମଣିଷ ଭଳି କଥାବାର୍ତ୍ତା କରିପାରୁଥିବା କଳା ରଙ୍ଗର ଏକ ଏସୀୟ ପକ୍ଷୀ
ପୁରାଣାନୁସାରେ ପାର୍ବତୀଙ୍କ ମାତା
ସୁନା, ରୂପାଉପରେ କରାଯାଉଥିବା ଏକ ପ୍ରକାରର ରଙ୍ଗ ବେ ରଙ୍ଗ କାମ
ମଦ ରଖିବାର ପାତ୍ର ବା ସୁରେଇ
ରାଜପୂତାନାର ଏକ ଯୋଦ୍ଧା ଜାତି
ଉଷାଙ୍କ କନ୍ୟା

Example

ଶାରୀକୁ ଲୋକମାନେ ନିଜ ଘରେ ପାଳନ୍ତି
ମେନା ହିମାଳୟଙ୍କ ପତ୍ନୀ ଥିଲେ
ଏହି ହାରରେ କରାଯାଇଥିବା ମୀନାକାମ ବହୁତ ଆକର୍ଷଣୀୟ ହୋଇଛି
ଆସରକୁ ଆସିଥିବା ଲୋକଙ୍କୁ ଦାସୀମାନେ ମୀନାରୁ ମଦ ଢାଳି ପିଆଉଥିଲେ
ମୀନାଜାତିର ଲୋକେ ବାହାଦୁର ହୋଇଥାଆନ୍ତି
ପୁରାଣରେ ମୀନାଙ୍କ ବର୍ଣ୍ଣନା ମିଳେ
ମୀନା ନୀଳ ରଙ୍ଗର ହୋଇଥାଏ