Home Oriya Odia Dictionary

Download Oriya Odia Dictionary APP

Mischievous Oriya Odia Meaning

ଦୁଷ୍ଟ, ବଦମାସ

Definition

ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ସବୁବେଳେ କଳି କରୁଥିବା ଲୋକ
ନୀଚ ଓ ପାଜି
ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଯେ ଉପଦ୍ରବ କରେ
ଖ୍ରୀଷ୍ଟୀୟ

Example

ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
ସେ ଏକ ନମ୍ବରର ଲଫଙ୍ଗା
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ