Home Oriya Odia Dictionary

Download Oriya Odia Dictionary APP

Misdeed Oriya Odia Meaning

କୁକର୍ମ, ଖରାପକାମ, ଦୁଷ୍କର୍ମ, ଦୁଷ୍କୃତ୍ୟ

Definition

ନୀତି ବିରୋଧ ହେଉଥିବା କାର୍ଯ୍ୟ
ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ

Example

ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ