Home Oriya Odia Dictionary

Download Oriya Odia Dictionary APP

Misrule Oriya Odia Meaning

ଅନ୍ଧାରୀ ଶାସନ, କୁଶାସନ

Definition

ଖରାପ ଶାସନ
କୁଶରେ ତିଆରି ହୋଇଥିବା ଆସନ

Example

କଂସର କୁଶାସନରେ ପ୍ରଜାମାନେ ଭୟଭୀତ ଥିଲେ
ମୋର ଜେଜେ କୁଶାସନରେ ବସି ପୂଜାପାଠ କରନ୍ତି