Home Oriya Odia Dictionary

Download Oriya Odia Dictionary APP

Mistreatment Oriya Odia Meaning

ଅନାଚାରଣ, ଅସଦବ୍ୟବହାର, ଅସଦାଚାର, କଦାଚାର, କୁବ୍ୟବହାର, ଦୁରାଚାରିତା, ଦୁର୍ବ୍ୟବହାର, ଦୁଷ୍ଟାଚରଣ

Definition

ଧର୍ମ ବିରୋଧୀ କାର୍ଯ୍ୟ
ଖରାପ ବା ଅନୁଚିତ ବ୍ୟବହାର

Example

ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ
କାହା ସହିତ କୁ-ବ୍ୟବହାର କରନାହିଁ