Home Oriya Odia Dictionary

Download Oriya Odia Dictionary APP

Mitt Oriya Odia Meaning

କର, ହସ୍ତ, ହାତ

Definition

କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
ଚବିଶ ଆଙ୍ଗୁଳିର ଏକ ମାପ ବା କହୁଣୀରୁ ଆରମ୍ଭ କରି ପଞ୍ଝାର ଆଗ ପର୍ଯ୍ୟନ୍ତ ଲମ୍ବର ମାପ
ପୂରା ପାପୁଲିଦ୍ୱାରା କରାଯାଉଥିବା ଆଘାତ
କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
ହାତ ମ

Example

ଦୁଇହାତ ଲମ୍ବର ଏହି ବସ୍ତ୍ର
ସେ ମୋତେ ଗୋଟିଏ ଚଟକଣା ମାରିଲା
ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
ତାର ପାପୁଲି ମେଶିନରେ କଟି ଗଲା
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
ଏବେ କାହାର ପାଳି
ମୋର ସାତଥର ହାତ