Home Oriya Odia Dictionary

Download Oriya Odia Dictionary APP

Mix Oriya Odia Meaning

ଏକତ୍ରିତକରିବା, ଏକାଠିକରିବା, ମିଳାଇବା, ମିଶାଇବା, ମିଶିବା, ମିଶ୍ରଣ, ମିଶ୍ରଣକରିବା, ସମ୍ମିଶ୍ରଣ

Definition

ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
ନିଜ ପକ୍ଷରେ କରିବା
କୌଣ

Example

ତେଲ ପାଣିରେ କେବେ ବି ମିଶେ ନାହିଁ
ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
କୃଷକ ଫସଲରେ କୀଟନାଶକ ଘୋଳ ସିଞ୍ଚୁଛି
ବିବାହ ଦୁଇ ପରିବାରକୁ ଯୋଡ଼େ
ବୈଦ୍ୟ ଔଷଧଗୁଡ଼ିକୁ