Home Oriya Odia Dictionary

Download Oriya Odia Dictionary APP

Moderate Oriya Odia Meaning

ଆୟତ୍ତ କରିବା, ମଧ୍ୟମ, ସମ୍ଭାଳିବା, ସଂଯତ କରିବା, ସହିବା, ସ୍ଥିର ରହିବା

Definition

ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
ଏକରୁ ଅଧିକ ରାଶିକୁ ଯୋଡ଼ି ସେ ସଂଖ୍ୟାରେ ଭାଗ ଦେଲାପରେ ମିଳୁଥିବା ରାଶି
ସଙ୍ଗୀତର ସାତ ସ୍ୱର ମଧ୍ୟରୁ ଚତୁର୍ଥ
ଯାହା ବେଶି ବଡ଼ ବ

Example

ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
ଦୁଇ ଓ ଚାରିର ହାରାହାରି ସଂଖ୍ୟା ତିନି
ସେ ମଧ୍ୟମ ସ୍ୱରରେ ଗାଉଛି
ଏହି ଜଙ୍ଗଲରେ କେବଳ ମଧ୍ୟମ ଧରଣର ବୃକ୍ଷଲତାଗୁଡ଼ିଏ ଅଛି