Home Oriya Odia Dictionary

Download Oriya Odia Dictionary APP

Mold Oriya Odia Meaning

ଢାଳିବା

Definition

କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା
ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା
ପକାଇକରି ବୁହାଇବା
ବହୁତ ଗୁଣବତ୍ତାଯୁକ୍ତ ଏକ

Example

କାରିଗର ଚୀନାମାଟିରେ ଖେଳନା ଢାଳୁଛି
ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
ସେ ବାସିପାଣିକୁ କିଆରୀରେ ଢାଳିଦେଲା
ଦୋରସା ମାଟି କିଛି ଫସଲ ପାଇଁ ବହୁତ ଉତ୍କୃଷ୍ଟ