Home Oriya Odia Dictionary

Download Oriya Odia Dictionary APP

Monish Oriya Odia Meaning

ଖବରଦାର କରିବା, ଚେତାବନୀ ଦେବା, ସାବଧାନ କରିବା

Definition

ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
ସାବଧାନ ବା ହୁସିଆର କରିବା

Example

ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
ମାଆ ବାପା ପିଲାମାନଙ୍କୁ ଭୁଲ୍‌ ନକରିବପାଇଁ ସଦାବେଳେ ଚେତେଇଥାନ୍ତି