Home Oriya Odia Dictionary

Download Oriya Odia Dictionary APP

Monster Oriya Odia Meaning

ଅମଣିଷ, ଅସୁର, ଦାନବ, ଦୈତ୍ୟ, ରାକ୍ଷସ

Definition

ଧର୍ମଗ୍ରନ୍ଥରେ ସ୍ୱୀକୃତ ଯେଉଁ ଦୁଷ୍ଟାତ୍ମାମାନେ ଧର୍ମ ବିରୋଧୀକାର୍ଯ୍ୟ କରନ୍ତି ତଥା ଦେବତା ଓ ଋଷିମାନଙ୍କ ଶତ୍ରୁ ହୋଇଥାନ୍ତି
କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି
ଯେଉଁ ପ୍ରକାର ବିବାହରେ ଯୁଦ୍ଧକରି କନ୍ୟାକୁ ଅପହରଣ କରିନିଆଯାଏ ଏବଂ ତାକୁ ନିଜର ପତ୍ନୀ କରାଯାଏ

Example

ପୁରାତନ କାଳରେ ରାକ୍ଷସମାନଙ୍କ ଡରରେ ଧର୍ମକାର୍ଯ୍ୟ କରିବା କଠିନ ହୋଇ ପଡ଼ୁଥିଲା
କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ
ଆଧୁନିକ ସମାଜରୁ ରାକ୍ଷସ ବିବାହ ପ୍ରଥା