Home Oriya Odia Dictionary

Download Oriya Odia Dictionary APP

Moonshine Oriya Odia Meaning

ଚନ୍ଦ୍ରଜ୍ୟୋତ୍ସ୍ନା, ଚନ୍ଦ୍ରାଲୋକ

Definition

ଚନ୍ଦ୍ରମାର ପ୍ରକାଶ
ଚନ୍ଦ୍ର କିରଣଯୁକ୍ତ
ବିଛାଇବା‌ପାଇଁ ଧଳାରଙ୍ଗର ଏକ ବଡ଼ ଚାଦର
ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା

Example

ଆମେ ଯେତେବେଳେ ଘରୁ ବାହାରିଲୁ ଆକାଶ ସଫା ଥିଲା ଓ ଚାରିଆଡ଼ ଜହ୍ନ ଆଲୁଅରେ ତୋରା ଦିଶୁଥିଲା
ଚାନ୍ଦିନୀ ରାତିରେ ଭ୍ରମଣର ଆନନ୍ଦ ଅଲଗା
କୋଠରୀରେ ଚାନ୍ଦନୀ ବିଛାହୋଇଛି
ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ