Home Oriya Odia Dictionary

Download Oriya Odia Dictionary APP

Morale Oriya Odia Meaning

ମନୋବଳ

Definition

ମନର ଅବସ୍ଥା
ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼

Example

ତାଙ୍କର ମାନସିକ ଅବସ୍ଥା ବର୍ତ୍ତମାନ ଠିକ୍‌ ନାହିଁ
ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି
ବାରମ୍ବାର ଜିତିବା କାରଣରୁ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି