Home Oriya Odia Dictionary

Download Oriya Odia Dictionary APP

Mother Oriya Odia Meaning

ମା, ମାତା

Definition

ବସନ୍ତ ରୋଗର ଅଧିଷ୍ଠାତ୍ରୀ ଦେବୀ
ଜନ୍ମ ଦେଉଥିବା ସ୍ତ୍ରୀ
ଯେଉଁ ସଂକ୍ରାମକ ରୋଗରେ ଶରୀରରେ ଫୋଟକା ବାହାରି ପଡ଼େ
ବଡ଼ ବା ବୁଢ଼ୀ ସ୍ତ୍ରୀଲୋକଙ୍କ ନିମନ୍ତେ ଆଦର ପୂର୍ବକ ସମ୍ବୋଧନ
ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି
କୌଣସି ପୂଜ୍ୟା

Example

ସେ ଶୀତଳାଦେବୀଙ୍କ ପୂଜାରେ ମଗ୍ନ ଅଛି
ମାର୍ଚ୍ଚ, ଏପ୍ରିଲ ମାସରେ ବସନ୍ତ ରୋଗର ଅଧିକ ପ୍ରକୋପ ରହିଥାଏ
ମା ଆପଣ ନିଜ ଗୋଡ଼ ଉପରକୁ ଉଠାଇ ନିଅନ୍ତୁ
ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ