Home Oriya Odia Dictionary

Download Oriya Odia Dictionary APP

Mould Oriya Odia Meaning

ଢାଳିବା

Definition

ଯେ ସତ କହେ
କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା
ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥରେ ଅଙ୍କୁରିତ ହେଉଥିବା ଏକପ୍ରକାର ବନସ୍ପତି
କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା

Example

ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ
କାରିଗର ଚୀନାମାଟିରେ ଖେଳନା ଢାଳୁଛି
ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
ବର୍ଷାଦିନରେ ବହୁତ ଛତୁ ହୋଇଥାଏ
ସେ ମାଟିର ମୂର୍ତ୍ତି ତିଆରି କରୁଛି
ଏହି ତେଲରେ ଝିଟିପିଟି ପଡ଼ିଯାଇଛ