Home Oriya Odia Dictionary

Download Oriya Odia Dictionary APP

Mount Oriya Odia Meaning

ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢିବା, ବସାଣ, ବସିବା

Definition

ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
ଚିତ୍ର ବା ସୀସା ଯୋଡ଼ିବାର ଚାରିକୋଣିଆ ଢାଞ୍ଚା
କିଛି ବସ୍ତୁକୁ ପ୍ରସ୍ତୁତିକରିବା ଆଗରୁ ଏହାର ଅଙ୍ଗ ସବୁକୁ ଯୋଡ଼ିକରି ପୂର୍ବରୂପ ପ୍ରଦାନ କରି ଏହାର ମଝିରେ

Example

ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
ଏହି ଚିତ୍ରକୁ ଚୌକାଠରେ ଜଡ଼ାଇ ଦିଅ
ସେ ଭଗବାନଙ୍କ ଚିତ୍ରକୁ କାଠ ଫ୍ରେମରେ ଲଗାଇଲେ
ତାର ଟିକେ ପ୍ରଶଂସା ହେଲା ଏବଂ ସେ ଗର୍ବ କଲା
ରଜତ ବସ୍‌ରେ ଚଢ଼ିଲା
ଏହି ସମୟରେ ତୁଳା ରାଶିଲୋକଙ୍କ ଉପରେ