Home Oriya Odia Dictionary

Download Oriya Odia Dictionary APP

Mounted Oriya Odia Meaning

ଜଡାଉ, ଜଡିତ

Definition

ଯିଏ କୌଣସି କାର୍ଯ୍ୟ ବା ବିଷୟରେ ସମ୍ପୂର୍ଣ୍ଣ ଭାବେ ଲୀନ ହେଇଯାଇଥାଏ ବା ପୂରା ଲାଗିଯାଇଥାଏ
ଯେ କୌଣସି କାମରେ ଲାଗିଛି
ବସିଥିବା
ଯେଉଁଥିରେ ମଣି ଲାଗିଥାଏ
ଯେ ଘୋଡ଼ା ଉପରେ ଚଢ଼େ
ଯେ ଘୋଡ଼ା ଉପରେ ଆରୋହଣ କରେ
ଯାହା ଲଗା ଯାଇଛି ବା ଲଗା ହ

Example

ସେ ପୂଜାରେ ତଲ୍ଲୀନ ହୋଇଯାଇଛନ୍ତି
ଗୀତା ରତ୍ନଖଚିତ ଗହଣା ପିନ୍ଧିବାକୁ ଭଲପାଏ
ଗଣତନ୍ତ୍ର ଦିବସ ଅବସରରେ ପାଞ୍ଚ ଶହ ଘୋଡ଼ା ଚାଳକଙ୍କ ପଟୁଆର ବାହାରିଲା
ଅଶ୍ୱାରୋହୀ ଦଳ ଧୀରେଧୀରେ ଆଗକୁ ବଢ଼ୁଥିଲେ