Home Oriya Odia Dictionary

Download Oriya Odia Dictionary APP

Mouth Oriya Odia Meaning

ଆନନ, କଥା ବାହାରିବା, ନଦୀମୁହାଣ, ପେଟ, ପ୍ରବକ୍ତା, ମୁଖ, ମୁଁହ, ଶବ୍ଦ ବାହାରିବା

Definition

ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ଗଳାର ଉପର ଅଙ୍ଗର ମନ୍ୟ ଭାଗ
କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି

Example

ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
ଏହି ବୋତଲର ମୁହଁ ବହୁତ ସରୁଆ୤
ଏହି ବଥର ବହୁ ମୁଁହ ହୋଇଛି
ଏହି କିଲ୍ଲାର ମୁହଁ ଉତ୍ତର ଆଡକୁ ରହିଛି୤
ନଦୀମୁହାଣର ପାଣି ମଧୁର-ଲବଣ ମିଶ୍ରିତ
ତାକୁ ସାତୋଟି ମୁହଁରେ