Muck Oriya Odia Meaning
କାଦୁଅ, ଖତ ଦେବା, ଖତ ପକାଇବା, ନଣ୍ଡି, ପଙ୍କ, ଲଣ୍ଡି
Definition
ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ମଳିନ ହେବାର ଅବସ୍ଥା ବା ଭାବ
ଘୋଡ଼ା,ଗଧ,ଓଟ,ହାତୀ ଆଦି ପଶୁମାନଙ୍କ ମଳ
Example
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ଗୋବର ଖତ ତିଆରି କରିବା କାମରେ ଆସେ
Bahama Grass in Oriya OdiaPerambulator in Oriya OdiaCroatian in Oriya OdiaMix-up in Oriya OdiaBackyard in Oriya OdiaBahama Grass in Oriya OdiaCowardly in Oriya OdiaBloodstained in Oriya OdiaDeplete in Oriya OdiaInvertebrate in Oriya OdiaHorse Cavalry in Oriya OdiaHurt in Oriya OdiaJailer in Oriya OdiaLxxxvi in Oriya OdiaAfloat in Oriya OdiaGet It On in Oriya OdiaCrape in Oriya OdiaOrganized in Oriya OdiaStraightforward in Oriya OdiaHeat in Oriya Odia