Home Oriya Odia Dictionary

Download Oriya Odia Dictionary APP

Mumble Oriya Odia Meaning

ପ୍ରଳାପ କରିବା, ବାଉଳି ଚାଉଳି ହେବା, ବିଳି‌ବିଳେଇବା

Definition

ଅସ୍ଫୁଟ ବା ଅସ୍ପଷ୍ଟ ସ୍ୱରରେ କହିବା
ଗୁଣୁଗୁଣୁ ଶବ୍ଦ କରିବା
ମନକୁମନ ଦୁଃଖରେ ଓ ଅସ୍ପଷ୍ଟ ଭାବେ କିଛି କହିବା

Example

ବୁଢ଼ାମାନେ ଫସ୍‌ ଫସ୍‌ କଥା କହନ୍ତି
ଏଠାରେ କୀଟମାନେ ଗୁଣୁଗୁଣୁ ହେଉଛନ୍ତି
କାମ କରିବାକୁ କହିବା ମାତ୍ରେ ସେ ଗୁଣୁଗୁଣୁ ହେଲା