Home Oriya Odia Dictionary

Download Oriya Odia Dictionary APP

Museum Oriya Odia Meaning

ମ୍ୟୁଜିୟମ୍, ଯାଦୁଘର, ସଂଗ୍ରାହଳୟ

Definition

ଯେଉଁ ସ୍ଥାନରେ ଗୋଟିଏ ବା ବହୁ ପ୍ରକାରର ଐତିହାସିକ, ବିଲକ୍ଷଣ ଏବଂ କଳାକୌଶଳ ସମ୍ବନ୍ଧୀୟ ବସ୍ତୁ ସଂଗ୍ରହ କରାଯାଇଥାଏ

Example

ଏହି ସଂଗ୍ରାହଳୟରେ ମୋଗଲ ସମୟର ବସ୍ତୁଗୁଡ଼ିକୁ ସଂଗ୍ରହ କରାଯାଇଛି