Mutter Oriya Odia Meaning
ଗୁଣୁଗୁଣୁ ହେବା, ପ୍ରଳାପ କରିବା, ବାଉଳି ଚାଉଳି ହେବା, ବିଳିବିଳେଇବା
Definition
ଫୁସୁରଫାସର ହେବା କ୍ରିୟା ବା ଭାବ
ଅସ୍ଫୁଟ ବା ଅସ୍ପଷ୍ଟ ସ୍ୱରରେ କହିବା
ପାଗଳଙ୍କ ପରି ଅଯଥା କଥା କହିବା
ନିଦ ବା ଅଚେତରେ କଥାବାର୍ତ୍ତା କରିବା
ବକ୍ବକ୍ ହେବାର କ୍ରିୟା
ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା
Example
ସେ ଦୁଇ ଜଣଙ୍କର ଫୁସୁରଫାସର ଶୁଣି ମୋର ଅନିଷ୍ଟ ହେବା ଆଶଙ୍କା ହେଲା
ବୁଢ଼ାମାନେ ଫସ୍ ଫସ୍ କଥା କହନ୍ତି
ଭୀଷଣ ଜ୍ୱର କାରଣରୁ ସେ ପ୍ରଳାପ କରୁଛି
ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
ତାଙ୍କର ବକବକ୍ ଯୋଗୁଁ ମୋ ନିଦ ଭାଙ୍ଗି ଗଲା
ଅପାର ବିଳ
Schoolmistress in Oriya OdiaBring Home The Bacon in Oriya OdiaVladimir Ilyich Ulyanov in Oriya OdiaTraducer in Oriya OdiaRansack in Oriya OdiaStarry in Oriya OdiaStark in Oriya OdiaCrusty in Oriya OdiaShiah in Oriya OdiaLifelessness in Oriya OdiaExecutive Director in Oriya OdiaDissentient in Oriya OdiaArtificer in Oriya OdiaRegard in Oriya OdiaTalk in Oriya OdiaEven in Oriya OdiaDenary in Oriya OdiaTrial in Oriya OdiaElaborate in Oriya OdiaBlack in Oriya Odia