Home Oriya Odia Dictionary

Download Oriya Odia Dictionary APP

Muzzy Oriya Odia Meaning

ଅସ୍ପଷ୍ଟ, ଝାପସା, ଧୂମାଳ, ଧୂସର

Definition

ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ
କଜ୍ୱଳ ବା କୋଇଲା ରଙ୍ଗର
ଧୂଆଁ ରଙ୍ଗର
ସ୍ପଷ୍ଟ ଦେଖା ଯାଉ ନ ଥିବା

Example

ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
କୁହୁଡ଼ି କାରଣରୁ ସବୁକିଛି ଧୂଆଁଳିଆ ଦେଖା ଯାଉଥିଲା
ସାମନାର ଦୃଶ୍ୟ ଝା