Home Oriya Odia Dictionary

Download Oriya Odia Dictionary APP

Myth Oriya Odia Meaning

ମିଥ୍

Definition

ଯେଉଁ କଥା କେବଳ କଳ୍ପନା କରାଯାଏ
ଯେଉଁ ପାରମ୍ପରିକ କାହାଣୀକୁ ଇତିହାସରେ ମଧ୍ୟ ସ୍ଥାନ ମିଳିଛି
ମିଥ୍‌ ସମୂହ ବା ଯେଉଁ କାହାଣୀ କୌଣସି ସଂସ୍କୃତି ସହ ଜଡ଼ିତ

Example

ଜେଜେମା ଶୋଇବା ସମୟରେ ପରୀମାନଙ୍କ ବିଷୟରେ କଳ୍ପିତ କାହାଣୀ ଶୁଣାନ୍ତି
ସେ ମିଥ୍ ପଢ଼ିବାପାଇଁ ଆଗ୍ରହ ପ୍ରକାଶ କରେ
ଶ୍ୟାମ ପୌରାଣିକ କାହାଣୀ ପଢ଼ିବାକୁ ପସନ୍ଦ କରେ