Home Oriya Odia Dictionary

Download Oriya Odia Dictionary APP

Name Oriya Odia Meaning

ଅପବଚନ, ଉଲ୍ଲେଖ କରିବା, କରେଇବା, କହିବା, ଖ୍ୟାତ, ଗାଳି, ଚର୍ଚ୍ଚା କରିବା, ଜଣାଶୁଣା, ନାମ, ନାମ ରଖିବା, ନାମକରଣ କରିବା, ନାମଦେବା, ନାମିତ କରିବା, ନାମୀ, ନିଯୁକ୍ତ କରିବା, ପ୍ରସଙ୍ଗ କରିବା, ପ୍ରସିଦ୍ଧ, ବତାଇବା, ବିଖ୍ୟାତ, ରଚନା କରିବା

Definition

ସେହି ଶବ୍ଦ ଯାହାଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତିଙ୍କୁ ସୂଚିତ କରାଯାଏ ବା ଡକାଯାଏ
ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ
ଖ୍ୟାତ ହେବାର ଅବସ୍ଥା ବା ଭାବ
ଜଣେ ପୂର୍ବପୁରୁଷଙ୍କ ଠାରୁ ଜନ୍ମିତ ବ୍ୟକ୍ତି

Example

ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ ନାମ ଶ୍ରୀ ପୁଷ୍ପକ ଭଟ୍ଟାଚାର୍ଯ୍ୟ
ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା
ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ଉଚ୍ଚକୁଳରେ ଜନ୍ମନେଲେ କେହି