Home Oriya Odia Dictionary

Download Oriya Odia Dictionary APP

Nameless Oriya Odia Meaning

ଚୋରାଚିଠି, ବେନାମୀ

Definition

ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ
ଯେ ଖ୍ୟାତି ପ୍ରାପ୍ତ ବା ଖ୍ୟାତ ହୋଇନାହିଁ
ଯାହା ଜ୍ଞାତ ବା ଜଣା ନୁହେଁ
ଯେଉଁଥିରେ ଲେଖିବାଲୋକଙ୍କ ନାମ ନଥାଏ

Example

ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ପଶ୍ଚିମ ବଙ୍ଗଳାର ଏକ ଅଖ୍ୟାତ ଗାଁରେ ହୋଇଥିଲା
ଆମକୁ ଆଜି ଗୋଟିଏ ବେନାମୀ ଚିଠି ମିଳିଲା