Home Oriya Odia Dictionary

Download Oriya Odia Dictionary APP

Namibian Oriya Odia Meaning

ନାମ୍ବିୟା ବାସୀ, ନାମ୍ବିୟା ସମ୍ବନ୍ଧୀୟ, ନାମ୍ବିୟାନ୍

Definition

ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଏକ ଦେଶ
ନାମ୍ବିୟାର ନିବାସୀ
ନାମ୍ବିୟା ସହ ସମ୍ବନ୍ଧିତ ବା ନାମ୍ବିୟାର

Example

ନାମ୍ବିୟାକୁ ଦକ୍ଷିଣ ଆଫ୍ରିକାଠାରୁ ୧୯୯୦ ମସିହାରେ ସ୍ୱତନ୍ତ୍ରତା ମିଳିଲା୤
ତୁମେ କଣ ସେହି ନାମ୍ବିୟା ବାସୀକୁ ଜାଣିଛ?
ସଞ୍ଜୟ ନାମ୍ବିୟାନ୍ ଇତିହାସ ପଢୁଛି୤