Home Oriya Odia Dictionary

Download Oriya Odia Dictionary APP

Narration Oriya Odia Meaning

ଆଖ୍ୟାନ, କଥା, କଥା କୃତି, କାହାଣୀ

Definition


କୁହାହୋଇଥିବା କଥା
କିଛି କହିବା କ୍ରିୟା
କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା
ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍

Example

ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା
ମୁନ୍‌ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍‌ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
ମୁଲିଆମାନେ ନିଜ ପିଲାମାନଙ୍କୁ କନ୍ଥା ଉପରେ ଶୁଆଇଦେଲେ