Home Oriya Odia Dictionary

Download Oriya Odia Dictionary APP

Nation Oriya Odia Meaning

ଦେଶ, ରାଷ୍ଟ୍ର

Definition

ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ
ପୃଥିବୀର ଯେଉଁ ବିଶିଷ୍ଟ ବିଭାଗରେ ଅନେକ ଅଞ୍ଚଳ,ନଗର ଇତ୍ୟାଦି ଅଛି ଏବଂ ଯାହାର ଗୋଟିଏ ସମ୍ବିଧାନ ଅଛି
କୌଣସି ଦେଶରେ ରହୁଥିବା ସମସ୍ତ ଲୋକ
କୌଣସି ଦେଶର ପ୍ରଶାସନିକ ଦଳ ବା ସରକାର

Example

ହିନ୍ଦୁମାନଙ୍କ ମଧ୍ୟରେ ନିଜ ଜାତିରେ ହିଁ ବିବାହ କରିବା ପ୍ରଥା ପ୍ରଚଳିତ
ଗାନ୍ଧୀଜୀଙ୍କ ମୃତ୍ୟୁରେ ସାରା ଦେଶ କାନ୍ଦିଲା
ଦେଶ ବହୁତ ଶୀଘ୍ର କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିବ