Home Oriya Odia Dictionary

Download Oriya Odia Dictionary APP

National Oriya Odia Meaning

ଅର୍ନ୍ତଦେଶୀୟ, ଏକଦେଶୀ, ଏକଦେଶୀୟ, ଦେଶୀ, ଦେଶୀୟ, ପ୍ରଜା, ରୟତ, ରାଷ୍ଟ୍ରିୟ, ରାଷ୍ଟ୍ରୀୟତା ସଂପର୍କିତ, ରାଷ୍ଟ୍ରୀୟତା ସମ୍ବନ୍ଧିତ

Definition

ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି
କୌଣସି ଦେଶ ଭିତରେ ବା ତା ଭିତର ଭାଗରେ ହେଉଥିବା କିମ୍ବା ତା ସହ ସମ୍ବନ୍ଧିତ
ଯାହା ଜାତି ସମ୍ବନ୍ଧି
ଯାହା ପରିବାର ସମ୍ବନ୍ଧୀୟ
ଯାହା ରାଷ୍ଟ୍ରୀୟତା ସହିତ ସମ୍ବନ୍ଧିତ
ଯାହାକୁ ଘରେ ରଖାଯିବା

Example

ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ
ଦୟାକରି ମୋତେ ଏକ ଅର୍ନ୍ତଦେଶୀୟ ପତ୍ର ଦିଅନ୍ତୁ
ଏହା ମୋର ଜାତିଆଣ ମାମଲା, ଆପଣ ଏଥିରେ ମୁଣ୍ଡ ପୁରାନ୍ତୁ ନାହିଁ
ପାରିବାରିକ ଦ୍ୱେଷ ହେତୁ ତା’ର ପୂରାଘର ଧ୍ୱଂସ ହୋଇଗଲା
ରାଷ୍ଟ୍