Home Oriya Odia Dictionary

Download Oriya Odia Dictionary APP

Natural Gas Oriya Odia Meaning

ଇନ୍ଧନ ଗ୍ୟାସ୍‌, ଗ୍ୟାସ୍‌, ରୋଷେଇ ଗ୍ୟାସ୍‌

Definition

ଖାଦ୍ୟ ତିଆରି,ଗାଡି ଚାଳନା ଆଦି କାମରେ ଆସୁଥିବା ଜୀବାଶ୍ମ ଇନ୍ଧନ

Example

ଆଜିକାଲି ସହରରେ ପାଇପରେ ଘରେଘରେ ଗ୍ୟାସ ଭର୍ତ୍ତି କରାଯାଉଛି