Home Oriya Odia Dictionary

Download Oriya Odia Dictionary APP

Needed Oriya Odia Meaning

ଆବଶ୍ୟକୀୟ, ଜରୁରୀ , ବାଧ୍ୟତାମୂଳକ

Definition

ଯାହାର ଆବଶ୍ୟକତା ଅଛି
ଯାହା ଇଚ୍ଛା କରାଯାଇଛି
ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା

Example

ମଣିଷର ଈପ୍ସିତ କାମନା ସବୁବେଳେ ପୂର୍ଣ୍ଣ ହୁଏନାହିଁ
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ
ବୁଢ଼ା ମା ବାପାଙ୍କର ପୁଅ ପାଖରୁ ଆର୍ଥିକ ସହଯୋଗ ଅପେକ୍ଷଣୀୟ