Home Oriya Odia Dictionary

Download Oriya Odia Dictionary APP

Neglected Oriya Odia Meaning

ଉପେକ୍ଷିତ, ତିରସ୍କୃତ, ଭର୍ସିତ

Definition

ଯାହା କୌଣସି ବସ୍ତୁଆଦି ଦ୍ୱାରା ଘୋଡ଼ାହୋଇଛି
ଯାହା ଉପରେ ଧ୍ୟାନ ଦିଆଯାଇନାହିଁ
ଯାହାର ଅପମାନ ହୋଇଛି
ଯାହାର ଆଦର ବା ସମ୍ମାନ କରାଯାଇ ନାହିଁ
ଯାହାକୁ ତିରସ୍କାର କରାଯାଇଛି
ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ

Example

ବାଳକ ମେଘ ଆଚ୍ଛାଦିତ ଆକାଶକୁ ଦେଖୁଥିଲା
ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା
ଅସମ୍ମାନିତ କବି ସଙ୍ଗୀତ ଆସରରୁ ଉଠି ଚାଲିଗଲେ
ତିରସ୍କୃତ ପିଲାମାନଙ୍କ ମନରେ ହୀନ ଭାବନା ଜାତ ହୁଏ
ସେମାନେ ଜୀବନସାରା ଗରିବ ତଥା