Home Oriya Odia Dictionary

Download Oriya Odia Dictionary APP

Negligible Oriya Odia Meaning

ଉପେକ୍ଷଣୀୟ, ନଗଣ୍ୟ, ହେୟ

Definition

ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍‌ ଗୁରୁତ୍ୱ ଥାଏ
ଯାହା ଉପେକ୍ଷା କରିବା ଯୋଗ୍ୟ
ଉଲଙ୍ଘନ କରିବା ଯୋଗ୍ୟ
ଯାହାର କିଛି ମହତ୍ତ୍ୱ ନଥାଏ
ଯାହାକୁ ଉଲଂଘନ କରାଯାଇପାରିବ ବା ଯାହା ଉଲଂଘନ ଯୋଗ୍ୟ ଅଥବା ଯାହାକୁ ଉଲଂଘନ କର

Example

ପ୍ରଭୁଙ୍କଦ୍ୱାରା ତିଆରି କୌଣସି ବି ବସ୍ତୁ ହେୟ ନୁହେଁ
ଏହି ନିୟମ ଉଲଙ୍ଘନୀୟ
ନଗଣ୍ୟମାନଙ୍କୁ କିଏ ଗୁରୁତ୍ୱ ଦିଏ
ବଗିଚାର ଏହି ଉଲଂଘନୀୟ ପାଚେରୀକୁ ଡେଇଁ ପିଲାମାନେ ଫଳ ଛିଣ୍ଡେଇବାକୁ ଯାଉଛନ୍ତି