Home Oriya Odia Dictionary

Download Oriya Odia Dictionary APP

Neptune Oriya Odia Meaning

ବରୁଣ, ବରୁଣଗ୍ରହ

Definition

ସୌର ଜଗତର ସବୁଠାରୁ ଦୂରରେ ଥିବା ଗ୍ରହ
ଜଳର ଅଧିପତି ବୋଲି ବିଚାର କରାଯାଉଥିବା ଏକ ବୈଦିକ ଦେବତା
ପଳାଶ ପରି ହୋଇଥିବା ଗୋଟିଏ ପ୍ରକାରର ଜଙ୍ଗଲୀ ଗଛ

Example

ଅଠରଶହ ଛୟାଳିଶ ମସିହାରେ ବରୁଣଙ୍କ ପତ୍ତା ମିଳିଥିଲା
ବେଦରେ ବରୁଣଙ୍କ ପୂଜାର ବିଧାନ ଅଛି
ବରୁଣ ସିଧା ଓ ସୁନ୍ଦର ହୋଇଥାଏ