Home Oriya Odia Dictionary

Download Oriya Odia Dictionary APP

Nervous Oriya Odia Meaning

ଅଧର୍ଯ୍ୟ, ଅଧୀର, ଆତୁର, କାତର, ବ୍ୟାକୁଳ

Definition

ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ଯାହାଙ୍କ ଚିତ୍ତ ବ୍ୟାକୁଳ ବା ଯିଏ ବ୍ୟସ୍ତ ହୋଇଯାଇଛି
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉ

Example

ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
ପରୀକ୍ଷାରେ ଉଦ୍‌ବିଗ୍ନ ଛାତ୍ରମାନଙ୍କୁ ଅଧ୍ୟାପକ ମହୋଦୟ ବୁଝାଉଥିଲେ
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ତନ୍ତ୍ରିକାତନ୍ତ୍ର ଶରୀରର ସବୁ ଐଚ୍ଛିକ ଏବଂ ଅନୈଛିକ କ୍ରିୟା କଳାପକୁ