Home Oriya Odia Dictionary

Download Oriya Odia Dictionary APP

Newsman Oriya Odia Meaning

ପତ୍ରକାର, ରିପୋର୍ଟର, ସମ୍ବାଦଦାତା

Definition

ଯେଉଁ ବ୍ୟକ୍ତି କୌଣସି ସ୍ଥାନରୁ ଖବର ଲେଖି ଖବରକାଗଜ, ପତ୍ରିକାଆଦିରେ ଛାପିବାପାଇଁ ପଠାନ୍ତି ବା ଦୂରଦର୍ଶନକୁ ସିଧା ଖବର ପ୍ରେରଣ କରନ୍ତି

Example

ଆମ ସମ୍ବାଦଦାତା ବର୍ତ୍ତମାନ କୁଖ୍ୟାତ ତସ୍କର ବିରାପ୍ପାନର ମୃତ୍ୟୁ ଖବର ପଠାଇଛନ୍ତି