Home Oriya Odia Dictionary

Download Oriya Odia Dictionary APP

Nibble Oriya Odia Meaning

କୁଟୁ କୁଟୁ କରି କାଟିବା, ଖୁଣ୍ଟି ଖାଇବା, ଖୁଣ୍ଟିବା, ଟୋକିବା

Definition

ଅଳ୍ପଅଳ୍ପ କାଟିକରି ଖାଇବା

Example

ମୋ ଘରେ ଗୋଟିଏ ମୋଟା ମୂଷା ଦିନରାତି କିଛି ନା କିଛି କୁଟୁ କୁଟୁ କରି କାଟୁଛି
ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି