Home Oriya Odia Dictionary

Download Oriya Odia Dictionary APP

Nomad Oriya Odia Meaning

ବଞ୍ଜାରା, ବାରବୁଲା, ଯାଯାବର, ଲାମ୍ବାଡା

Definition

ଯେ ବହୁତ ବୁଲାବୁଲି କରେ
ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ
ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି

Example

ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି