Home Oriya Odia Dictionary

Download Oriya Odia Dictionary APP

Nominated Oriya Odia Meaning

ନାମାଙ୍କିତ, ମନୋନୀତ

Definition

ନାମର ବା ନାମ ଯୁକ୍ତ
କୌଣସି କାମ ବା ପଦପାଇଁ ଯାହାର ନାଁ ଲେଖା ଯାଇଛି
ଯାହା ଉପରେ କାହାର ନାମ ଅଙ୍କିତ ହୋଇଥାଏ

Example

ପ୍ରାଚୀନ କାଳରେ ଅଯୋଧ୍ୟାରେ ରଘୁ ନାମକ ରାଜା ରାଜୁତି କରୁଥିଲେ
ଲକ୍ଷ୍ମୀ ଶେହଗଲ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ସଦସ୍ୟା
ଏହି ମନ୍ଦିର ଉପରେ ସୁନ୍ଦର ଅକ୍ଷରରେ ରାମ ନାମାଙ୍କିତ ହୋଇଛି