Home Oriya Odia Dictionary

Download Oriya Odia Dictionary APP

Nomination Oriya Odia Meaning

ନାମାଙ୍କନ

Definition

କୌଣସି ଖାତା, ତାଲିକା ଆଦିରେ ନାଁ ଲେଖିବା ପ୍ରକ୍ରିୟା
ନିର୍ବାଚନ ଆଦିରେ ଛିଡ଼ା ହେବାପାଇଁ କାହାରି ନାମ ଲେଖିବା ପ୍ରକ୍ରିୟା

Example

ହସ୍ପିଟାଲରେ ଜଣେ ପରିଚାରିକା ରୋଗୀଙ୍କ ପଞ୍ଜିକରଣ କରୁଥିଲା
ରାୟପୁର ଅଞ୍ଚଳରୁ ବିଦ୍ୟାଚରଣ କଂଗ୍ରେସ ତରଫରୁ ନାମାଙ୍କନ କରାଇଲେ