Home Oriya Odia Dictionary

Download Oriya Odia Dictionary APP

Nonexistent Oriya Odia Meaning

ଅବିଦ୍ୟମାନ, ଅଭାବନୀୟ, ଅସ୍ତିତ୍ବହୀନ, ସତ୍ତ୍ବାହୀନ

Definition

ଯେ ସାମନାରେ ଉପସ୍ଥିତ ନୁହେଁ ବା ମହଜୁଦ୍ ନାହିଁ
ଯାହା ବାସ୍ତବିକ ନୁହେଁ
ଯିଏ ଅସତ୍ୟରେ ପୂର୍ଣ୍ଣ
ଯାହା ସତ୍ୟ ନୁହେଁ
ଯାହା ହୁଏ ନାହିଁ ବା ନ ହେଉଥିବା
ଯାହାର କୌଣସି ସତ୍ତା ବା ଅବସ୍ଥିତି ନାହିଁ

Example

ଆଜି ଶ୍ୟାମ ଶ୍ରେଣୀରେ ଅନୁପସ୍ଥିତ ଥିଲା
ସେ ସମସ୍ତଙ୍କୁ କାଳ୍ପନିକ କଥା ଶୁଣାଉଥାଏ
ଅଭାବନୀୟ ଅବସ୍ଥାର ଚିନ୍ତା କିପରି ହୁଏ
ସୂର୍ଯ୍ୟ ନିଶ୍ଚିତ ଅସ୍ତହୁଏ କିନ୍ତୁ କେବେ ବି ଅସ