Home Oriya Odia Dictionary

Download Oriya Odia Dictionary APP

Nonindulgent Oriya Odia Meaning

କଠିନ, କଠୋର, ଶକ୍ତ

Definition

ଯେଉଁଥିରେ ଦୟାନାହିଁ
ଯାହାର ପ୍ରକୃତି କୋମଳ ନୁହେଁ
ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
ଯାହା ଶୁଣିବାରେ କଡ଼ା ଲାଗେ
ଯାହା ଚିକଣିଆ ନାହିଁ
ଅତି ଅଧିକ

Example

କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ଆମ ବାପା ବହୁତ କଡ଼ା ପ୍ରକୃତିର
ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
ସୀତା ନିଜ ପୁଅ ସହିତ