Home Oriya Odia Dictionary

Download Oriya Odia Dictionary APP

Nonsensical Oriya Odia Meaning

ଅଗଡବଗଡ , ଅସଙ୍ଗତ, ବକବାସ, ବାଜେକଥା, ୟାଡୁସେଆଡୁ

Definition

ପାଗଳମାନଙ୍କ ଭଳି କୁହାଯାଉଥିବା ବ୍ୟର୍ଥ କଥା
ଗଢ଼ା ହୋଇନଥିବା
ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଯାହା ବାଜେକଥାରେ ପୂର୍ଣ୍ଣ
ନିନ୍ଦା ବା କଳଙ୍କର କଥା
ଯେ ସୁଢ଼ଳ ନୁହେଁ
ଯାହା ସମ୍ବନ୍ଧିତ ନୁହେଁ
ଖରାପ ଚେହେରା
ଯାହା ସଦୃଶ ନୁହେଁ ବା

Example

ଅଧିକ ଜ୍ୱର ଯୋଗୁଁ ସେ ପ୍ରଳାପ କରୁଥିଲା / ଅତ୍ୟଧିକ ଜ୍ୱର ଯୋଗୁଁ ସେ ବାଉଳିଚାଉଳି ହେଉଥିଲା
କୁମ୍ଭାର ଏହି ଅଗଢ଼ା ମାଟିକୁ ଗଢ଼ି କୌଣସି ବସ୍ତୁର ଆକାର ଦେଇ ଦେବ
ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
ବାଜ