Home Oriya Odia Dictionary

Download Oriya Odia Dictionary APP

Noon Oriya Odia Meaning

ଦିପହର, ଦିବାମଧ୍ୟ, ମଧ୍ୟାହ୍ନ

Definition

ସୂର୍ଯ୍ୟ ମଝି ଆକାଶରେ ପହଞ୍ଚିବାର ସମୟ

Example

ସେ ଦିପହରରେ ଘର ବାହାରେ ବୁଲୁଥିଲା