Home Oriya Odia Dictionary

Download Oriya Odia Dictionary APP

Nose Oriya Odia Meaning

ଘାଣେନ୍ଦ୍ରିୟ, ନାକ, ନାସା, ନାସିକା

Definition

ଓଠ ଉପର ଭାଗରେ ଥିବା ଶୁଙ୍ଘିବା ଏବଂ ନିଶ୍ୱାସ ନେବା ଇନ୍ଦ୍ରିୟ
କୌଣସି ବସ୍ତୁଆଦିର ଅଗ୍ରଭାଗ
ନାକର କଣା
ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ

Example

ତା ନାକରେ ଘା’ ହୋଇଛି
ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି
ନାକ ଗହ୍ୱର ସଫା ନକଲେ ନିଶ୍ୱାସ ନେବାରେ କଷ୍ଟ ହୁଏ
ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ସେ ଫୁଲ ଶୁଙ୍ଘୁଛି
ପାଣିରେ ଘଡ଼ିଆଳ କୁମ୍ଭ