Home Oriya Odia Dictionary

Download Oriya Odia Dictionary APP

Notch Oriya Odia Meaning

ଗିରିପଥ, ଗିରିସଙ୍କଟ, ଘାଟି

Definition

କିଛି ରଖିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଗୋଟିଏ ଛୋଟ ଜାଗା
ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ

Example

ସେ ବତୀକୁ ଠଣାରେ ରଖିଲେ
ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ