Home Oriya Odia Dictionary

Download Oriya Odia Dictionary APP

Nourish Oriya Odia Meaning

ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା

Definition

ପଶୁ, ପକ୍ଷୀଆଦିଙ୍କୁ ନିଜ ପାଖରେ ରଖି ଖାଇବା ପିଇବାକୁ ଦେବା
ଭୋଜନ, ବସ୍ତ୍ରଆଦି ଦେଇ ଜୀବନ ରକ୍ଷା କରିବା କ୍ରିୟା
କାହାରି ଆଜ୍ଞା,ନିର୍ଦେଶ,ବଚନ,କର୍ତ୍ତବ୍ୟ ଆଦି ଅନୁସାରେ କାର୍ଯ୍ୟ କରିବାର ପ୍ରକ୍ରିୟା
ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦା

Example

କିଛି ଲୋକ ସଉକରେ କୁକୁର, ବିଲେଇ, ଶୁଆଆଦି ପୋଷନ୍ତି
ଯଶୋଦା କୃଷ୍ଣଙ୍କର ଲାଳନ ପାଳନ କରିଥିଲେ
ରାଜ୍ୟରେ ରାଜାଙ୍କ ଆଜ୍ଞା ପାଳନ ହେଉ
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି