Home Oriya Odia Dictionary

Download Oriya Odia Dictionary APP

Nursery Oriya Odia Meaning

ନର୍ସରୀ, ପୌଧଶାଳା

Definition

ଛୋଟପିଲାଙ୍କ ପାଠଶାଳା ଯେଉଁଠାରେ ବିଶେଷକରି ଇଂରାଜୀ ଢାଞ୍ଚାରେ ଶିକ୍ଷା ଦିଆଯାଇଥାଏ
ଯେଉଁ ସ୍ଥାନରେ ଚାରା ଏବଂ ମଞ୍ଜି ବିକ୍ରି ହୁଏ ବା ପ୍ରସ୍ତୁତ କରାଯାଏ

Example

ସେ ତା ପୁଅର ନାମଲେଖା ନର୍ସରୀରେ କରାଇଛି
ସେ ନର୍ସରୀରୁ ଆମ୍ବ ଏବଂ ଅଙ୍ଗୁର ଚାରା କିଣିଲେ